ଶ୍ରୀ ରାଜ ମେମୋରିଯାଲ ହାସ୍ପାତାଲକୁ ଗୁଣମାନ ସ୍ଡ଼ାସ୍ଥ୍ୟସେବା, ରୋଗୀ କଲ୍ୟାଣ ଓ ସମାଜ ସେବା ପ୍ରତି ସମର୍ପଣ ପାଇଁ ସମ୍ମାନିତ କରାଯାଇଛ।
ଶ୍ରୀ ରାଜ ମେମୋରିଯାଲ ହାସ୍ପାତାଲ, ବାଲାସୋରକୁ ଇନ୍ସଟିଟ୍ୟୁଟ ଅଫ୍ ସଲ୍ଫ୍ ରିଲାୟନ୍ସ୍ (ISR), ଭୁବନେଶ୍ଡ଼ର ଦ୍ଡ଼ାରା ଆୟୋଜିତ ଆୟାର୍ଡ କନକ୍ଲେଭ୍ 2025ରେ ପ୍ରତିଷ୍ଠିତ ଭାରତ ବିକାସ ପୁରସ୍କାର ପ୍ରଦାନ କରାୟାଇଲା।
ଏହି ପୁରସ୍କାର ସ୍ଡ଼ାସ୍ଥ୍ୟସେବା, ସମୁଦାୟ କଲ୍ୟାଣ ଓ ଓଡିଶାରେ ଚିକିତ୍ସା ସୁବିଧା ଉନ୍ନୟନରେ ଉତ୍କୃଷ୍ଟ ମଦାନକୁ ସ୍ଡ଼ୀକୃତି ଦିଏ। ଏହି ସମ୍ମାନ ଆମଠାରେ ପ୍ରତିଟି ରୋଗୀଙ୍କୁ ଗୁଣମାନ, ସହାନୁଭୂତିପୂର୍ଣ ଓ ସାଳସାହାୟକ ସେବା ଦେବାର ଅଟଲ ସଙ୍କଳ୍ପକୁ ପ୍ରତିଫାତ କରେ।
ହାସ୍ପାତାଲର ସମସ୍ତ ଟିମମେମ୍ବର ଓ ଡାକ୍ତରମାନେ ଏହି ସ୍ଡ଼ୀକୃତି ପାଇଁ ଆନନ୍ଦିତ।
ଶ୍ରୀ ରାଜ ମେମୋରିଯାଲ ହାସ୍ପାତାଲ, ବାଲାସୋରରେ ପୁରସ୍କାରପ୍ରାପ୍ତ ସେବା ଉପଭୋଗ କରନ୍ତୁ।